#ଜଣେ_ଅସହାୟ_ବୃଦ୍ଧଙ୍କ_କାହାଣୀ
ମଜୁରୀ କରୁଥିବା ବେଳେ ବୃଦ୍ଧଙ୍କ ଗୋଡ ଉପରେ ଟ୍ରାକ୍ଟର ଡାଲା ଚଢିଗଲା ଓ ଡାହାଣ ଗୋଡ ପାଦ ଛିଣ୍ଡିଗଲା। ଗୋଡ କଟିଯିବା ପରେ ଦୁଃଖରେ ସଂମୟ କଟୁଥିଲା । ହେଲେ ହଠାତ ଦିନେ ଦେବଦୂତ ସାଜି ପହଂଚିଲେ କିଛି ଯୁବକ।
#ArgusNews #Odisha #Bhubaneswar #helplessman
Be the first to know any news. You will get latest stories and video updates through the day. You can turn them off anytime.