#ବଦଳିଯାଇଛି_ବିଦ୍ୟାଳୟର_ଚେହେରା
ଶ୍ରେଣୀ ପ୍ରକୋଷ୍ଠ ଠାରୁ ବାହାର କାନ୍ଥ ଆଉ ପରିସର ଚାରି ଆଡେ ଚିତ୍ର ଆଉ ଚିତ୍ର । ରଙ୍ଗୀନ ରୂପରେ ନିଆରା ଦିଶୁଛି ପରିବେଶ । କଳାକୃତି ସହିତ ଝୁଲନ୍ତା ଉଦ୍ୟାନରେ ସ୍କୁଲ ପରିବେଶ ସୁଶୋଭିତ ହୋଇ ଉଠିଛି । ନିଜ ବିଦ୍ୟାଳୟକୁ ଏମିତି ସଜେଇଛନ୍ତି ସ୍କୁଲର ଜଣେ ଶିକ୍ଷକ ଉଦୟ ରଶ୍ମି ପାତ୍ର । ଏବେ ଏହି ବିଦ୍ୟାଳୟକୁ ନେଇ ଢେର ସାରା ପ୍ରଶଂସା ଶୁଣିବାକୁ ମିଳୁଛି ।
#Gardening #School #Artwork #PlasticBottles #Ganjam #GoodNews #Environment #Classrooms #ArgusNews