ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଓଡ଼ିଶାରେ ବନ୍ଦ କରିବନି ପେଟ୍ରୋଲ ପମ୍ପ । ଗ୍ରାହକଙ୍କୁ ହଇରାଣ ହେବାକୁ ଦେବନି । କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ଏକସାଇଜ ଡିଉଟି କମାଇଲା ପରେ ଦିଲ୍ଲୀରେ ବସିଥିଲା ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ମିଟିଂ ।
#SanjayLath #UtkalPetroleumDealersAssociation #customer #excisetax #ArgusNews