#ଜନବସତି_ମୁହାଁ_ଗଜରାଜ
କିଟ କିଟ ଅନ୍ଧାର ଓ ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଭାଲୁପାଲିରେ ପହଞ୍ଚିଥିଲା ଅର୍ଗସ ଟିମ୍ । ଆଉ ସେଠି ଯାହା ଦେଖିଲା ଆପଣଙ୍କୁ ବି ତାଜୁକ କରିଦେବ । ଅଧରାତିରେ କିଏ ଟର୍ଚ୍ଚ ଧରି ଘରର ଛାତ ଉପରେ ଛିଡା ହୋଇଛି ତ ଆଉ କିଏ ଗାଁ ଦାଣ୍ଡରେ ଛିଡା ହୋଇଛି । ସମସ୍ତଙ୍କ ମନରେ କୋକୁଆ ଭୟ। ହାତୀ ଅଛି ନା ଜଙ୍ଗଲକୁ ଚାଲି ଯାଇଛି ।
#Balangir #Bhalupali #ArgusTeam #argusspecial #Elephant #Attack #Odisha #ArgusNews