ଆଖିରେ ଲୁହ, ମନରେ କୋହ। ବୟସର ସାୟନ୍ଧରେ ଅଲୋଡା ହୋଇପଡ଼ିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ର ବାରଣ୍ଡାରେ ଏକା ପଡ଼ି ରହିଛନ୍ତି। ତଥାପି ଭାଙ୍ଗି ପଡ଼ି ନାହାନ୍ତି। ନିଜେ ହାତେ ରୋଷେଇ କରି ଖାଇବା ସହ ବଞ୍ଚିବା ପାଇଁ ସଂର୍ଘର୍ଷ କରୁଛନ୍ତି। ପୁଅ ବୋହୁ ଘରୁ ତଡ଼ି ଦେବା ପରେ ଏହି ବୃଦ୍ଧା ଜଣଙ୍କ ଏକାକି ପଡ଼ି ରହିଛନ୍ତି। । ଏବେ ଗାଁ ଅଙ୍ଗନ ବାଡ଼ି ବାରଣ୍ଡା ତାଙ୍କ ପାଇଁ ସାହାରା ପାଟିଛି
#Brahmapur #Odisha #ArgusNews