#ଜମିଜମା_ବିବାଦକୁ_ନେଇ_ହତ୍ୟାକାଣ୍ଡ
ଏଭଳି ଅଭାବନୀୟ ଘଟଣା ଘଟିଛି କଟକର ସିଦ୍ଧେଶ୍ବର ସାହିରେ । ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଯାହାକି ଗତକାଲି ଉଗ୍ର ରୂପ ନେଇଛି । ଉଭୟ ପରିବାର ମଧ୍ୟରେ ସଂଘର୍ଷ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୀପକ ସାମଲ ।
#Cuttack #LandIssue #dipaksamal #Odisha #ArgusNews