#ଜମିବାଡ଼ି_ବିବାଦର_କରୁଣ_ଚିତ୍ର
ନିଜ ଜନ୍ମ କଲା ବାପାଙ୍କ ଶବ ସତ୍କାର କରାଇ ଦେଲା ନାହିଁ ସାନପୁଅ । ବାପାଙ୍କ ମୃତ ଶରୀର ରଖି ଏସପିଙ୍କ କାର୍ଯ୍ୟାଳୟ ସମୁଖରେ ଦୀର୍ଘ 5ଘଣ୍ଟା ଧରି ନ୍ୟାୟ ପାଇଁ ଧାରଣା ଦେଲା ବଡ଼ ପୁଅ । ଏଭଳି ଅଭାବନୀୟ ଘଟଣା ଘଟି କେନ୍ଦ୍ରାପଡାର ବାରୁଆ ଗାଁରେ ।
#Kendrapada #landissues #protest #SPOffice #Barua #Odisha #ArgusNews