#ଜମିଲା_କୁଦିଆରୀ_ମେଳନ
#ଆତସବାଜିରେ_କମ୍ପିଲା_ପୂରା_ପଡିଆ
ଖୋର୍ଦ୍ଧା ଜଟଣୀସ୍ଥିତ କୁଦିଆରୀର ପ୍ରସିଦ୍ଧ ଦଶଦୋଳ ମେଳନ ଜମାଣ ଉତ୍ସବ ସୋମବାର ରାତିରେ ସମ୍ପନ୍ନ ହୋଇଛି। ଗାଁର ଇଷ୍ଟଦେବ ପ୍ରଭୁ ପତିତପାବନ, ଚନ୍ଦ୍ରଶେଖରଙ୍କ ସହ ପ୍ରଭୁ ଶ୍ରୀ ବୁଢାପଡା ସୋମନାଥ ପଟୁଆରରେ ମେଳଣ ପଡିଆକୁ ବିଜେ କରିଥିଲେ। ଏହି ଅବସରରେ ଆତସବାଜୀ ପ୍ରଦର୍ଶନ ହୋଇଥିଲା। #khordha #jatni #Melana #KudiaryMelana #DasadolaMelana #holi #holifestival #HarirajpurMelana #Odisha #ArgusNews