ହୋଇପାରୁନି ଜମି ଅଧିଗ୍ରହଣ କାର୍ଯ୍ୟକ୍ଷମ ହୋଇପାରୁନି ନୂତନ ପୋଲ। କୋରାପୁଟ କୋଟପାଡର ୬୩ ନମ୍ବର ଜାତୀୟ ରାଜପଥରେ ତଳୁଆ ପୋଲ ବର୍ଷା ଦିନେ ବୁଡିଯାଏ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏକ ଉଚ୍ଚ ପୋଲ ନିର୍ମାଣ କରାଯାଇଥିଲା। କିନ୍ତୁ ଆପ୍ରୋଚ ରୋଡ୍ ପାଇଁ ଜମି ଅଧିଗ୍ରହଣ ହୋଇନପାରିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ପୋଲ ।
#Koraput #Kotpad #RoadProblem #BridgeWork #Odisha #ArgusNews