ଜମି କେଳେଙ୍କାରର ହବ୍ ବୀରମହାରାଜପୁର ତହସିଲ !
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପୁଣି ଜମି ଜାଲିଆତି ଅଭିଯୋଗ । ଧନିକ ଶ୍ରେଣୀ ଓ ଦଲାଲମାନଙ୍କୁ ଟେକି ଦେଇଛନ୍ତି ଜଙ୍ଗଲ ଜମି ଓ ଗୋଚର ଜମି । ଅମୂଲ୍ୟମଣି ରାଣିପୁର ମୌଜାର ପ୍ରାୟ ୫୦ ଏକର ଜମିକୁ ବେଆଇନ ଭାବେ ପଟ୍ଟା କରି ନେଇଛନ୍ତି ଜମି ମାଫିଆ । ଆଉ ଦୁର୍ନୀତିରେ ଲିପ୍ତ ଖୋଦ୍ ସରକାରୀ ଅଧିକାରୀ
#Subarnapur #Biramaharajpur #LandScam #illegal #LandMafia #Corruption #Govtemployee #Odisha #ArgusNews