ମାଟି ତଲୁ ବାହାରିଲା ମନ୍ଦିର୍ ଭଗ୍ନାବଶେଷ । ପୁରନା ଶିଲାଲିପି, ପ୍ରସ୍ତର ମୂର୍ତ୍ତି ଠାବ୍ ହେଇଥିଲା । ଏବେ ଖଣ୍ଡ ଖଣ୍ଡ ଅବସ୍ଥାନେ ପଡିରହିଛେ ପଥର୍ । ଘଟନାକେ ୪ ବଛର୍ ହେଇଗଲା ହେଲେ ସଵୁ ଜାନିଶୁନି ଜିଲ୍ଲା ପ୍ରଶାସନ୍ ଚୁପ୍ ରହିଛେ । ଅଲଗାଆଡେ ଅଞ୍ଚଲବାସୀକଁର୍ ଭିତରେ ଅସନ୍ତୋଷ୍ ବଢୁଛେ ।
#Boudh #HistoricalStoneFound #administration #dissatisfaction #ArgusNews