ନା ଆଉ ଏବେ ଏଠି ଶୁଭୁଛି ବୀଣା , ବାଦ୍ୟ ଓ ନୁପୁର ଝଙ୍କାରର ଶବ୍ଦ। ନା ମଞ୍ଚ ଅଭିନୟ ର ଡାଇଲଗ ସ୍ୱର। ଦିନେ କଳା ଓ କଳାକାରଙ୍କ ଉନତି ସକାଶେ 7 ଦଶନ୍ଧି ପୂର୍ବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ଗଢିଉଠିଥିଲା ଗାନ୍ଧିଜୀ ସଂଗୀତ ମହାବିଦ୍ୟାଳୟ।
#ArgusNews #Odisha #ArgusNewstv #Ganjam #GandhiSangeetMahavidyalaya