#ଜରାଜୀର୍ଣ୍ଣ_ଅବସ୍ଥାରେ_ଧଉଳି_ହସ୍ତଶିଳ୍ପ_ବଜାର
#ରକ୍ଷଣାବେକ୍ଷଣ_ଅଭାବରୁ_ମାଟିରେ_ବସିବାକୁ_ବସିଲାଣି_ବଜାର
ପରିତ୍ୟକ୍ତ ଅବସ୍ଥାରେ ଧଉଳି ହସ୍ତଶିଳ୍ପ ବଜାର। ପର୍ଯ୍ୟଟକ ଆସୁନଥିବାରୁ ଏବେ ଏହା ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏପରିକି ସନ୍ଧ୍ୟା ହେଲେ ଏଠାରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି।
#Dhauligiri #Bhubaneswar #Odisha #ArgusNews #market #undeveloped