ଜରାଜୀର୍ଣ୍ଣ ଅବସ୍ଥାରେ ରାଜ୍ୟର ପୁରାତନ ମନ୍ଦିର । ୮ଶହ ବର୍ଷର ପୁରୁଣା ରାମ ମନ୍ଦିର । ସ୍ୱପ୍ନାଦେଶ ଅନୁସାରେ ରାଜା ଗୋବିନ୍ଦ ଭଞ୍ଜ ମନ୍ଦିର ସ୍ଥାପନ କରିଥିଲେ । କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ କଡରେ ଘସିପୁରାରୁ କେନ୍ଦୁଝର ଯିବା ରାସ୍ତାରେ ନଜର ପଡେ ଏହି ପୁରାତନ ମନ୍ଦିର ।
#ArgusNews #ArgusNewsTV #Odisha #Kendujhar #Ghashipura #Temple