#ବଂଶଧାରା_ପାଣି_କାହାର?
#ଜଳକୁ_ନେଇ_ବଢ଼ିଲା_ଆନ୍ଧ୍ର_ଓ_ଓଡ଼ିଶା_ବିବାଦ
ବଂଶଧାରା ଜଳ ବିବାଦ ପାଇଁ ସମ୍ପୁର୍ଣ୍ଣରୁପେ ରାଜ୍ୟ ସରାକରଙ୍କୁ ଦାୟୀ କରିଛି ବିଜେପି । ଆଜି ବିଜେପି ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି । ଆନ୍ଧ୍ରର ନେରେଡି ପ୍ରକଳ୍ପ ପାଇଁ ଓଡ଼ିଶାର ୧୦୬ ଏକର ଜମି ଯିବ। ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବେ ଗୁଣପୁର ଓ ରାୟଗଡାବାସୀ
#ArgusNews #Odisha #ArgusNewsTV #Vansadhara #Andhra_Odisha #waterdispute