ପରିବର୍ତ୍ତିତ ଜଳବାୟୁର ଚ୍ୟାଲେଂଜକୁ କିଭଳି ସାମ୍ନା କରାଯିବ ସେ ନେଇ ପୁରା ବିଶ୍ବ ସ୍କଟଲାଣ୍ଡରେ ହୋଇଥିବା ଗ୍ଲାସଗୋ COP-26 ଶିଖର ସମ୍ମିଳନୀରେ ବିଶେଷ ଆଲୋଚନା କରିଥିଲେ । ଏହି ଆଲୋଚନାକୁ କିଛି ଦିନ ବିତିଥିବାବେଳେ ଏହି ସମୟରେ କାନାଡାର ଜଣେ ମହିଳା ଜଳବାୟୁ ପରିବର୍ତ୍ତନର ଶୀକାର ହୋଇ ଅସୁସ୍ଥ ହୋଇଥିବା କଥା ସାମ୍ନାକୁ ଆସିଛି
#Climate #Canadawomen #climatechange #Odisha #ArgusNews