#ଜଳର_ଅପବ୍ୟବହାର_ରୋକିବା_ପାଇଁ_ସାଇକେଲ_ଯାତ୍ରା
ଚାକିରୀରୁ ଅବସର ନେବାପରେ ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସାଇକେଲ ଯାତ୍ରା କରି ପୁରୀରେ ପହଞ୍ଚିଛନ୍ତି ସୁବାସ ଚନ୍ଦ୍ର । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସୁବାସ୍।
#Puri #Cycleyatra #conservewater #WaterAbuse #bicycle #Odisha #ArgusNews