ଜଳସେଚନ ପ୍ରକଳ୍ପ ଅଛି, ହେଲେ ଜମିକୁ ମାଡୁନି ପାଣି । ରକ୍ଷଣାବେକ୍ଷଣା ଅଭାବରୁ ଚାଷୀଙ୍କ କାମରେ ଆସୁନି ପ୍ରକଳ୍ପ । ଜଳ କର ଦେଉଥିବା ଚାଷୀ ପାଣି ନ ପାଇ ଚାଷ କରିପାରୁନି । ପାଣି ପାଇଁ ହଇରାଣ ହେଉଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନୂଆଗାଁ ଓ କଣଲୋଇ ପଞ୍ଚାୟତବାସୀ ।
#anugul #chendipada #waterproject #farmers #Odisha #ArgusNews