#ଜଳିଗଲା_ସ୍କୁଟି
ଘଟଣାସ୍ଥଳରେ ରାୟଗଡା ଦମକଳ ବାହିନୀ ପଂହଚି ନିଆକୁ ଆୟତ୍ତ କରିଛନ୍ତି । ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟରେ ଭୋଟଗଣତି ଚାଲିଥିବା ବେଳେ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା କଡରେ ଥିବା ବାଇକ ମେକାନିକ ନିଜ ଗ୍ୟାରେଜ ପଛପଟ ପାର୍କିଂ ସ୍ଥାନରେ ଏକ ସ୍କୁଟି ରଖିଥିଲେ । ତେବେ ଆଜି ଅପରାହ୍ନରେ ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିବାରୁ ସ୍କୁଟିଟି ସଂପୂର୍ଣ୍ଣ ଭାବେ ଜଳିଯାଇଥିଲା ।
#scooty #scootyfirs #Raygada #bikemakanik #Odisha #ArgusNews