ଜଳେଶ୍ୱର:ବାଲିଆପାଳ ରେ ବିଜେଡି-ବିଜେଡି ମାରପିଟ । ସରପଞ୍ଚ ପାର୍ଥି ଟିକେଟ ବଣ୍ଟନ କୁ ବିଜେଡି ପକ୍ଷରୁ ଏକ ଘରୋଇ ହୋଟେଲ ରେ ବୈଠକ ଆୟୋଜିତ ହୋଇଥିଲା । ସରପଞ୍ଚ ପାଇଁ ଟିକେଟ ବଣ୍ଟା କୁ ନେଇ ସମର୍ଥକ ମଧ୍ୟରେ ବଚସା ହୋଇଥିଲା । ପରେ ଉଗ୍ରରୂପ ନେବା ପରସ୍ପର ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା ।
#jaleswae #BJD #Tickets #baliapal #sarapancha #meetting #ArgusNews