ବିଦ୍ୟୁତ ଦର ବୃଦ୍ଧି , ଅଘୋଷିତ ବିଜୁଳି କାଟ୍ , ଗ୍ରାମାଞ୍ଚଳ ତ୍ରୁଟି ଥିବା ବିଦ୍ୟୁତ ସମସ୍ୟାର ସମାଧାନ ଓ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବା ଦାବି କରି ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବିଜେପି ପକ୍ଷରୁ ଜଳେଶ୍ୱର ଡିଭିଜନାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି
#ArgusNews #Odisha #ArgusNewsTV #BJP_protest #balasore #Jaleswar