ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ପାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଯୋଜନା ଫେଲ ମାରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ ବ୍ଲକ ଅନ୍ତର୍ଗତ ସୁନାମୁଦି ତଲିପଡାରେ । ପିଇବା ପାଣି ପାଇ ବହୁ ସମସ୍ୟା ଲାଗିରହିଛି ।
#Bolangir #Patnagarh #WaterProblem #PublicIssue #drinkingwater #ArgusNews