ଜାଡ ଶୀତ ରେ ଥରୁଛନ୍ତି କିନ୍ତୁ ନ୍ୟାୟ ପାଇଁ ବସିଛନ୍ତି ଡିମ୍ପଲ । ଏତେ ଦିନ ପରେ ବି ମୋ ଶଶୁର,ସ୍ୱାମୀ ମୋତେ ନିଅନ୍ତୁ ଘରକୁ ।ଶୀତ,କାକର ଯାହା ହେଉ କିନ୍ତୁ ମୁଁ ନ୍ୟାୟ ମିଳିବା ଯାଏଁ ବସିବି। ଅନ୍ୟପଟେ ପ୍ରମିଳା ତ୍ରୀପାଠୀ କହିଛନ୍ତି ମୋ ପରିବାର ଅଛନ୍ତି,କିନ୍ତୁ ଡିମ୍ପଲ ବି ମୋ ଝିଅ ହୋଇଯାଇଛି।ସେ ଘରକୁ ଯିବ।ତା ପରେ ମୁଁ ଧାରଣା ରୁ ଉଠିବି
#Dimpal #Sumit #TapaswiniDas #BramhaNagar #MtrimonialDisputecase #MatrimonialDisputeCase #Odisha #ArgusNews