#ଜାଣିଶୁଣି_ସଞ୍ଜୁଆ_ହୋଇଥିଲା_କି_ଜିଏସଟି_ରେଡ୍
#ଆଇଟି_ରେଡକୁ_କାଉଣ୍ଟର_ପାଇଁ_ହୋଇଥିଲା_ଜିଏସଟି_ରେଡ୍
#ଯେସାକୁ_ତେସା_ପାଇଁ_ବିଜେଡି_ସରକାର_ଏପରି_ନିଷ୍ପତ୍ତି_ନେଇଥିଲେ
ରାଜ୍ୟ ସରକାରଙ୍କ ପୋଲ୍ ଖୋଲିଦେଇଛନ୍ତି ଖୋଦ୍ ବିଜେଡି ବିଧାୟକ ତଥା ପୂବର୍ତନ ଅଥର୍ମନ୍ତ୍ରୀ ଶଶୀଭୂଷଣ ବେହେରା । ଆଉ ନିଜର କଳାଛବିକୁ ଧଳା କରିବା ପାଇଁ ସସ୍ମିତ ପାତ୍ର ଯେଉଁ ହୀନ ପ୍ରୟାସ କରିଥିଲେ ତାହାକୁ ମୁହଁତୋଡ ଜବାବ ଦେଇଛନ୍ତି ଶଶୀଭୂଷଣ ।
#padmapur #ByElection #Bypolls #campaign #BJD #Odisha #ArgusNews