ଜାତି ଯୋଗୁଁ ଅନେକ ସରକାରୀ ଯୋଜନାରୁ ବଂଚିତ ଡଙ୍ଗାଗୁଡା ଗ୍ରାମବାସୀ !
ଆଧାର କାର୍ଡ, ଭୋଟର କାର୍ଡରେ ହାଲ୍ବା ଜାତି। ହେଲେ ଜମିପଟ୍ଟାରେ ଗୌଡ଼ ଜାତି । ଜାତି ଯୋଗୁଁ ଅନେକ ସରକାରୀ ଯୋଜନାରୁ ବଂଚିତ ମାଲକାନଗିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ଡୁତାମେଟା ପଂଚାୟତ ଅନ୍ତର୍ଗତ ଡଙ୍ଗାଗୁଡା ବାସିନ୍ଦା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି
#malkanagiri #CasteIssue #AdharCard #VoterCard #Govtfacilities #KokukondaBlock #Odisha #ArgusNews