ଦିନକ ପରେ ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ। କିନ୍ତୁ ଅଳିଆ ଗଦାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। କେନ୍ଦ୍ରାପଡା ରାଜନଗର ବ୍ଳକ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଜରିମୂଳବଜାର ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ସଂସ୍କୃତ ବିଦ୍ୟାଳୟ ପାଖରେ ଖଦି ଭବନ ପ୍ରତିଷ୍ଠା ହୋଇଥିଲା। ରକ୍ଷଣାବେକ୍ଷଣା ଅଭାବରୁ ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭାଙ୍ଗିରୁଜି ଗଲାଣି
#ArgusNews #Odisha #Kendrapada #Rajnagar