ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ 23 ବର୍ଷରୁ କମ୍ ଜାତୀୟ ଦୌଡ଼କୁଦରେ ଓଡ଼ିଶାକୁ ମିଳିଲା ପଦକ । ଆଉ ଏ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଅନୁଗୁଳ ମାଟିର ପୁଅ
ସ୍ବାଧୀନ ମାଝୀ
#NewDelhi #JawaharlalNeheruStadium #odiaathlet #SwadhinMajhi #Angul #Sports #Odisha #ArgusNews