ନାଁ କୌଣସି ସରକାରୀ ସହାୟତା , ନାଁ କୌଣସି ପ୍ରୋତ୍ସାହନ। ଏକ ସାଧାରଣ ଗରିବ ପରିବାର ଝିଅ ଏବେ ଡିସ୍କସ ଥ୍ରୋରେ ଜୁନିଅର ବର୍ଗରେ ଅନ୍ତର୍ଜାତୀୟ ଏବଂ ଜାତୀୟ ଚମ୍ପିୟାନ । ରାଉରକେଲାର ପଙ୍କଜ ପରିଡା ଏବଂ ପ୍ରତିମା ପରିଡାଙ୍କ ଝିଅ ଅର୍ପିତା ପରିଡା ।
#Rourkela #government #help #National #international #discusthrow #Odisha #ArgusNews