#ଜାତୀୟ_ପତକାକୁ_ବିଜୁ_ଜନତା_ଦଳର_ଅସମ୍ମାନ
ରାଜ୍ୟ ସଙ୍ଗୀତ ଗାନ ବେଳେ ଉଡାଇଲେ ବିଜେଡି ପତାକା । ବିଜେଡିର ଏଭଳି କାର୍ଯ୍ୟକ୍ରମକୁ ଦୃଢ ବିରୋଧ ।କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଧରିଲା ଦାବି । ଯାହାକୁ ନେଇ ପ୍ରତିବାଦ ବଢିବାରେ ଲାଗିଛି। ଭାଷା ଆନ୍ଦୋଳନର ପୁରୋଧା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
#BJD #NationalFlag #Disrespect #NationalAnthem #PradyumnaSatapathy #Odisha #ArgusNews