ଜିତିବୁ ଆମେ 100 /100 ରେ । ଲୋକଙ୍କ କଥା ବୁଝିବୁ, ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବ୍ରଜରାଜ ନଗର କଂଗ୍ରେସ ପ୍ରାଥି କିଶୋର ଚନ୍ଦ୍ର ପଟେଲ । ବିଜେଡି ତାର ବାହୁ ବଳ ଓ ପଇସା ବଳ ଦେଖାଉଛି ଲୋକଙ୍କୁ ତାହା ଫରକ ପକାଏନି ।
#Win #Congress #BJD #BrajarajnagarBy_Election #By_Election #Congresscandidate #ArgusNews #odisha