#ଜିତିବେ_କଟକିଆ_ମୁଣ୍ଡ_ନୁଆଁଇବେ_ସରକାର
ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ଏବଂ ଆବଦ୍ଧ ପୂଜା ପ୍ରସଙ୍ଗରେ ପୂଜା କମିଟି ସହ ସରକାରଙ୍କ ଆଲୋଚନା । ୨ଦିନ ଭିତରେ ହେବ ନିଷ୍ପତି । କଟକବାସୀ କହିଲେ, ମୂର୍ତ୍ତି ଉଚ୍ଚତା ଏବଂ ପୂଜା ପ୍ରସଙ୍ଗରେ ସ୍ବାଭିମାନ ଉପରେ ଆକ୍ରମଣକୁ ସହ୍ୟ କରିହେବ ନାହିଁ ।
#cuttack #durgapuja #Sarkar #cuttackcity #odisha #ArgusNews