ଜିନମ୍ ସିକ୍ୟୁଏନ୍ସିଂ ବାବଦରେ ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା। କହିଲେ ଦେଶରେ ୪୦ ହଜାର ସାମ୍ପଲ୍ର ଜିନମ୍ ସିକ୍ୟୁଏନ୍ସିଂ ୨୮ଟି ଲ୍ୟାବ୍ରେ ହେଉଛି। ଅଧିକ ସାମ୍ପଲ ସିକ୍ୟୁଏନ୍ସିଂ କରାଗଲେ ଡେଲ୍ଟା ପ୍ଲସ୍ ଭାଇରସ ସ୍ଥିତି ଜଣାପଡ଼ିବ
#ArgusNews #GenomeSequence #Ajayaparida #Odisha #India