#ଜିଲ୍ଲାପରିଷଦ_ସଭ୍ୟ_ପ୍ରାର୍ଥୀଙ୍କ_ଆଚରଣବିଧି_ଉଲଂଘନ
ଚତୁର୍ଥ ଦିନରେ ବାଙ୍କୀ ଡ଼ମପଡା ବ୍ଲକର ତଥା କଟକ ଜିଲ୍ଲାର ୩୭ ନମ୍ବର ଜୋନ ର ବିଜେଡି ପ୍ରାର୍ଥୀ ମିନତୀ ମହାପାତ୍ର ବହୁ ଦଳୀୟକର୍ମୀ ମାନଙ୍କୁ ସାଙ୍ଗରେ ଧରି ପଟୁଆରରେ ଆସି ବାଣ ଫୁଟାଇ ଆସି ବାଙ୍କୀ ଉପଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋଭିଡ ଗାଇଡ଼ଲାଇନ ର ଉଲଂଘନ ସହିତ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ କରିଛନ୍ତି ।
#BJD #candidate #subdistrictmagistrate #nomination #paper #Covid #violations #guidelines #ArgusNews #Odisha