ସୋନପୁର ଜିଲ୍ଲା କଂଗ୍ରେସ କମିଟି ଆଡୁ ଜିଲ୍ଲାପାଳଙ୍କର୍ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛେ । ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କର୍ ଆଦେଶ୍ ନେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛେ
#ArgusNews #Odisha #NewsChannel #SatelliteChannel #ArgusTV #Sonepur #Congress_Protest #collector_office