ସଂରକ୍ଷଣ ଉଚ୍ଛେଦ ବିରୋଧରେ ଜିଲ୍ଲାପାଳ ଅଫିସ ଘେରିଲେ ହଜାର ହଜାର ଆଦିବାସୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦରେ ଆଜି ହଜାର ହଜାର ସଂଖ୍ୟାରେ ଆଦିବାସୀ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହ ଧାରଣା ଦେଇଛନ୍ତି
#reservation #tribal #protest #collectoroffice #panchayatelection #ArgusNews