ଯାଜପୁର ଜିଲ୍ଲାରେ ପଥର ଶିଳ୍ପୀ ଏବେ ଦୁର୍ଦିନରେ ଗତିକରୁଛନ୍ତି । ବଉଳ ମାଳିଆ ପଥର ଶିଳ୍ପ ଯାଜପୁର ପଥର ଶିଳ୍ପକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ବର୍ତ୍ତମାନ କଂଚାମାଲର ସମସ୍ୟା ପାଇଁ ବୃତି ବୁଡିବାକୁ ବସିଥିବା ବେଳେ ଏବେ କାରିଗରଙ୍କ ଉପରେ ପୁଲିସ ଦାଉ ସାଜିଛି ।
#Jajpur #stoneartisans #rawmaterialsProblem #rawmaterials #Police #Odisha #ArgusNews