OSSC ମହା ଦୁର୍ନୀତି ବିରୁଦ୍ଧରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ଠାରୁ ଜିଲ୍ଲାପାଳ କାର୍ଯାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଓ ସରକାରଙ୍କୁ ପ୍ରତିବାଦ କରି ନାରାବାଜି ସହ ବିକ୍ଷୋଭ ପଦର୍ଶନ କରିଥିଲେ ।
#ArgusNews #Odisha #OSSC #Student #protest #Congress #collector #BiranchiSahoo