#ଇଞ୍ଜେକସନ_ନମିଳିଲେ_ଆସନ୍ତା_୪_ମାସ_ଭିତରେ_ଆଖି_ବୁଜିଦେଇପାରନ୍ତି_ଫୁଲବାଣୀର_ରାଜବୀର_ରଣା ।
ଜୋଲଗେନ୍ସମା ଇଞ୍ଜେକସନ ପାଇଁ ଆବଶ୍ୟକ ୧୬ କୋଟି ଟଙ୍କା । ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬ କୋଟି ଯୋଗାଡ ହେବା ଅସମ୍ଭବ ହୋଇପଡିଛି । ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜବୀରଙ୍କ ବାପା ମା ନିବେଦନ କରିବାକୁ ନବୀନ ନିବାସ ଯାଉଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପଦଯାତ୍ରାରେ ନବୀନ ନିବାସ ବାହାରିଛନ୍ତି ରାଜବୀରଙ୍କ ବାପା ମା ଓ ରାଜବୀର ।
#Rajveer #BBSR #Child #NaveenNiwas #Odisha #ArgusNews