ଜୀବନ୍ ଥିବାର୍ ତକ୍ ବଞ୍ଚବାର୍ ଲାଗିର୍ ସଂଘର୍ଷ କରୁଛନ୍ । ଗୋଡ ଚାଲୁ ନାଇଥିବାର୍ ବେଳକେ ଦୁଇ ମୁଠା ଦାନା ଯୁଗାଡ କରବାର୍ ବି ବହୁତ୍ କଷ୍ଟ । ଗାଁର୍ କିଏ ଟିକେ ଖାଏବାକେ ଦେଲେ ତାଙ୍କର୍ ପେଟ ପୁରସି । ନାଇହେଲେ ଦିନସାରା ଉପାସ ରହେସନ୍ । ଘେଷଡେଇ ଘେଷଡେଇ ରୋଷେଇନୁ ମୂଲ୍ କରିକି ଖାଇବା ପିଇବା ତକ୍ ସବୁ କାମ କରୁଥିବାର୍ ବେଲକେ ସରକାରୀ ଯୋଜନାନେ ସାମିଲ୍ କରବାକେ ଦାବି କରିଛନ୍ ସମାଜସେବୀ ।#struggling #life #fasting #demanded #government #dalimba #sambalpur #ArgusNews #Odisha
