#ଜୀବନ_ଗଲା_ପରେ_ଚେତା_ପସିଲା
ମୁକୁଳା ଡ୍ରେନ ବନ୍ଦ ପାଇଁ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ନିଷ୍ପତି I ୭ ଜୀବନ ଯିବା ପାଇଁ ଅପେକ୍ଷା କରିଥିଲେ କି ସରକାର ? କୁଆଡେ ଗାଲ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦୦ କୋଟି ଟଙ୍କା ? ୬ ବର୍ଷ ହେଲା କଣ କରୁଛନ୍ତି ନଗର ଉନ୍ନୟନ ସଚିବ ଜି ମାଥିଭାତନନ୍ I
#JusticeForRaja #Bhubaneswar #DrainAccident #Drain #Bmc #jyotiprakash #Odisha #ArgusNews Bhubaneswar Municipal Corporation