#ଜୀବନ_ନେଲା_ମୋବାଇଲ_ଗେମ୍
ଜୀବନ ନେଲା ମୋବାଇଲ ଗେମ୍...ଅନଲାଇନରେ ଟଙ୍କା ଲଗାଇ ରୁଣ ଗ୍ରସ୍ତ ପରେ ଯୁବକଙ୍କ ଆତ୍ମହତ୍ୟା... ଇନ୍ଫୋସିଟି ଥାନା ଅଞ୍ଚଳର ଏକ କଲ୍ୟାଣ ମଣ୍ଡପରୁ ଝୁଲନ୍ତା ମୃତଦେହ ଉଦ୍ଧାର......ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।
#BBSR #MobileGame #Suicide #Death #Odisha #ArgusNews