#ରାଜବୀରକୁ_ବଞ୍ଚାଇ_ଦିଅ
#ମା_କୋଳରେ_ଶେଷ_ନିଶ୍ଵାସ_ଗଣୁଛି_କୋମଳମତି_ରାଜବୀର
ସେ ବଞ୍ଚିବା ପାଇଁ ଦରକାର ୧୬ କୋଟିର ଇଂଜେକସନ । ଯୋଗାଡ ହୋଇଛି ମାତ୍ର ୧ କୋଟି ୧୦ ଲକ୍ଷ ଟଙ୍କା। ସରକାର ସାହାଯ୍ୟ ଦେବାକୁ ଅରାଜି । ନିଜ ପୁଅକୁ ବଞ୍ଚାଇବା ପାଇଁ ଗୋଟେ ମା' ର କରୁଣ ବିନତି ।
#Rajveer #Treatment #NeedHelp #HelpForRajveer #Phulbani #Odisha #ArgusNews