ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି ହୃଷିକେଶ। ଦୁର୍ଘଟଣାରେ ଅଣ୍ଟାରୁ ତଳକୁ ଅଚଳ ହୋଇପଡିଥିଲା। ମାତ୍ର ହାରିନଯାଇ ଆରମ୍ଭ କରି ବ୍ୟବସାୟ। ଏବେ ବ୍ୟବସାୟରୁ ଦି ପଇସା ରୋଜଗାର କରିବା ସହ ପରିବାରର ୮ଜଣଙ୍କ ମୁହଁରେ ଆହାର ଦେଇପାରୁଛନ୍ତି।
#Keonjhar #Ghasipura #Divyang #Hrusikesh #selfdepent #business #Odisha #ArgusNews