କଥାରେ ଅଛି ‘ଚାଷ କାମ ଯାହାର କେତେ ସୁଖ ତାହାର’। ଏହାକୁ ନିଜ କ୍ଷେତ୍ରରେ ସତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ବୋଲଗଡ ଗାଁର ଚାଷୀ ରବିନ୍ଦ୍ର କୁମାର ସାମନ୍ତରାୟ। ରବିନ୍ଦ୍ର ନିଜର ୫ ଏକର ଜମିରେ ସାମନ୍ତରାୟ କୃଷିଫାର୍ମ ଗଢି ଜୈବିକ ପ୍ରଣାଳୀରେ ଆମ୍ଵ, ଛତୁ ,ମାଛ ଓ ପନିପରିବା ଉତ୍ପାଦନ କରି ବାର୍ଷିକ ୫ ଲକ୍ଷ ଟଙ୍କାର ଆୟ ପାଉଛନ୍ତି ।
#ArgusNews #ArgusNewsTV #Odisha #Khordha #Farmers #GoodNews