ନବରଙ୍ଗପୁରକୁ ବିଶ୍ଵଦରବାରରେ ପରିଚିତ କରାଇଛି ଏଠାକାର ଲାଖ ବା ଜଉ ଶିଳ୍ପ । ରାଜ୍ୟ ତଥା ରାଜ୍ୟ ବାହାରେ ସ୍ଥାନୀୟ ଲାଖ କାମର ରହିଛି ଢେର ଚାହିଦା । ପିଢ଼ି ପରେ ପିଢ଼ି ଧରି ଶଙ୍ଖାରି ସାହିର ଅନେକ ପରିବାର ଏଥିରେ ନିୟୋଜିତ ରହି ଜୀବିକା ପାଇବା ସହିତ ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି ।
#GoodNews #Nabarangpur #Odisha #ArgusNews #Lac #lacart