ଜୁକରବର୍ଗଙ୍କ ଡିଜିଟାଲ ଦୁନିଆ METAVERSE
ମେଟାଭର୍ସ ହେଉଛି ଇଣ୍ଟରନେଟ୍ ଅଂଶର ପୁନରାବୃତ୍ତି । ଫେସବୁକ CEO ମାର୍କ ଜୁକରବର୍ଗଙ୍କ ନିଷ୍ପତ୍ତି । ବଦଳିବ ଫେସବୁକର ମୂଳ କମ୍ପାନୀର ନାଁ । ଫେସବୁକ ଏବେ META ନାଁରେ ଲୋକଲୋଚନକୁ ଆସିବ । କଣ ରହିଛି ଏହା ପଛର କାରଣ , ଆସନ୍ତୁ ଜଣିବା ଏହି ରିପୋର୍ଟରେ
#Facebook #META #CEOMarkZuckerberg Meta #oculuc #ArgusNews