ଆସନ୍ତା ଜୁନରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣତଡିଆ। ସେହିପରି ରଣଜୀ ଟ୍ରଫି ପାଇଁ ବାରବାଟୀରେ ଚାଲିଛି ପ୍ରସ୍ତୁତି । ଆସନ୍ତା 10 ତାରିଖରୁ ଆରମ୍ଭ ହେବ ବିସିସିଆଇ ଦ୍ବାରା ଆୟୋଜିତ ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ ।
#Twenty20 #Twenty20match #Barabatistadium #June #TeamIndia #SouthAfrica #tournament #BCCI #RanjiTrophy #cuttack #Odisha #ArgusNews