ଜୁପିଟର୍ +୨ ବିଜ୍ଞାନ କଲେଜର ଏ ବର୍ଷର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ଛାତ୍ରୀମାନଙ୍କୁ ଫେଲିସିଏଟ କରିଛି କଲେଜ। ମହାମାରୀ ପାଇଁ ଏଥର ଅଫଲାଇନ ପରୀକ୍ଷା ହୋଇପାରିନଥିଲା । ତେଣୁ ଅନଲାଇନ ପରୀକ୍ଷାରେ ପୂର୍ବ ବର୍ଷର ମାର୍କ ଅନୁସାରେ ଛାତ୍ର ଛାତ୍ରୀମାନଙ୍କୁ ମାର୍କ ଦିଆଯାଇଛି
#ArgusNews #odisha #ArgusNewsTV #Jupiter #Result