#ଜୁଲାଇ_15_ପରେ_ରାଜ୍ୟରେ_କଣ_ହେବ ?
କେଉଁ ନିଷ୍ପତ୍ତି ନେବେ ସରକାର ? ରାଜ୍ୟରେ କୋରୋନା ସଂକ୍ରମଣ କମୁଥିଲେ ବି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଏପରି ସ୍ଥଳେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାକୁ କେତେ ଗୁରୁତ୍ବ ଦେବେ ସରକାର ।
#ArgusNews #Covid_19 CMO Odisha