ଆଜି ହେଉଛି ଜାତୀୟ କ୍ରୀଡା ଦିବସ ତଥା ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ । ଆଜିକୁ 10 ବର୍ଷ ତଳେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଜେଏମ ସ୍ପୋର୍ଟ୍ସ ଏକାଡେମୀରେ ଏହି ଦିବସ ଆଜି ପାଳନ ହୋଇଯାଇଛି ।
#ArgusNews #Odisha #Bhubaneswar #NationalSportsDay #DhyanChand